ମାନସିକ ରୋଗକୁ ନେଇ ଦୂର କରନ୍ତୁ ଭୁଲ ଧାରଣା | Dr Satyakam Mohapatra on Myths Regarding Mental Health
About this video
ସୁସ୍ଥ ମଣିଷ କହିଲେ ଆମେ ଶାରୀରିକ ସୁସ୍ଥତା ଏବଂ ମାନସିକ ସୁସ୍ଥତାକୁ ବୁଝି ଥାଉ। ହେଲେ ଆମ ସମାଜରେ ମାନସିକ ସ୍ବାସ୍ଥ୍ୟ ଏବଂ ମାନସିକ ରୋଗକୁ ନେଇ ସଚେତନତା ନାହିଁ। ଏହି ମାନସିକ ରୋଗକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ଭୁଲ ଧାରଣା ରହିବା ସହିତ ବିଭିନ୍ନ ଅନ୍ଧବିଶ୍ୱାସ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଆସନ୍ତୁ ବିଶିଷ୍ଟ ସ୍ନାୟୁ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସତ୍ୟକାମ ମହାପାତ୍ରଙ୍କ ଠାରୁ ଜାଣିବା ମାନସିକ ରୋଗକୁ ନେଇ ଆମ ସମାଜରେ କଣ ସବୁ ରହିଛି ଭୁଲ ଧାରଣା। ଏହାକୁ ଜାଣିବା ଏବଂ ସଚେତନ ହେବା।