ଗର୍ଭାବସ୍ଥା ସମୟରେ ଧଳାସ୍ରାବ | White Discharge during Pregnancy in Odia | Dr Smruti Shree Sahu
About this video
ଗର୍ଭାବସ୍ଥାସମୟରେ ଅନେକ ମହିଳାଙ୍କର ଯୋନିରୁଧଳାସ୍ରାବ ହୋଇଥାଏ, ଯାହା ସ୍ୱଭାବିକ। ହେଲେ କେତେକସମୟରେ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବାର ଆବଶ୍ୟକତାରହିଥାଏ। ଆସନ୍ତୁ ପ୍ରସୂତିଓ ସ୍ତ୍ରୀ ରୋଗବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀସାହୁଙ୍କଠାରୁ ଏ ବିଷୟରେ ଅଧିକଜାଣିବା।