ପ୍ରୋଷ୍ଟେଟ୍ କ୍ୟାନସର କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା | Dr Sanjib Mishra on Prevention of Prostate Cancer
About this video
ଡାକ୍ତର ସଞ୍ଜୀବ କୁମାର ମିଶ୍ର ହେଉଛନ୍ତି ଓଡ଼ିଶାର ଜଣେ ଜଣାଶୁଣା ରେଡିଏସନ୍ ଅଙ୍କୋଲୋଜିଷ୍ଟ। କ୍ୟାନସର ବା କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ତାଙ୍କର ରହିଛି ଦୀର୍ଘ ଦିନର ଅନୁଭୂତି। ବର୍ତ୍ତମାନ ଡାକ୍ତର ମିଶ୍ର ଭୁବନେଶ୍ୱରରେ ରହି ଚିକିତ୍ସା କରୁଛନ୍ତି। ତାଙ୍କ ସହ ଯୋଗାଯୋଗ କରିବା ପାଇଁ 9938668843 ନମ୍ବରରେ କଲ୍ କରିପାରିବେ। ମହିଳାଙ୍କୁ ସ୍ତନ କର୍କଟ ହେବା ପରି ପ୍ରୋଷ୍ଟେଟ କ୍ୟାନସର ପୁରୁଷମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ। ପ୍ରାପ୍ତ ବୟସ୍କ ବିଶେଷ କରି ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଏହି ରୋଗ ହେବାର ଆଶଙ୍କା ରହିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଭାରତରେ ଦୁଇ ଦଶନ୍ଧି ମଧ୍ୟରେ ପ୍ରୋଷ୍ଟେଟ କର୍କଟର ସଂଖ୍ୟା ଅନେକ ପରିମାଣରେ ବୃଦ୍ଧିପାଇଛି। ଏହା ଆନୁବଂଶିକ କାରଣରୁ ମଧ୍ୟ ହୋଇପାରେ। ତେବେ ଆସନ୍ତୁ ଜାଣିବା ପ୍ରୋଷ୍ଟେଟ୍ କ୍ୟାନସର କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ରେଡିଏସନ ଅଙ୍କୋଲୋଜିଷ୍ଟ ଡାକ୍ତର ସଞ୍ଜୀବ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ପ୍ରୋଷ୍ଟେଟ୍ କ୍ୟାନସର କ'ଣ? ପ୍ରୋଷ୍ଟେଟ୍ କ୍ୟାନସରର ପରୀକ୍ଷଣ ପ୍ରୋଷ୍ଟେଟ୍ କ୍ୟାନସରର ଚିକିତ୍ସା ପ୍ରୋଷ୍ଟେଟ୍ କ୍ୟାନସରକୁ ଏଡ଼ାନ୍ତୁ ନାହିଁ Dr. Sanjib Kumar Mishra is a well-known radiation oncologist in Odisha. He has deep experience in providing cancer care to patients. Dr. Mishra currently resides in Bhubaneswar. You can contact him on 9938668843. Prostate cancer is common in men as breast cancer is seen in women. Adults, especially those over the age of 60, are at risk of developing prostate cancer. According to the World Health Organization (WHO), the number of prostate cancer cases in India has risen sharply in the past two decades. It can also be due to genetic factors. So let's find out more about prostate cancer, its symptoms, and treatment from radiation oncologist, Dr. Sanjeev Kumar Mishra. What is prostate cancer? Prostate cancer screening Treatment of prostate cancer Avoid prostate cancer