କେତେବେଳେ ଦରକାର ବାଇପାସ୍ ସର୍ଜରି? । Dr Bana Bihari Mishra on Heart Bypass Surgery in Odia
About this video
ହୃତ୍ପିଣ୍ଡର ଧମନୀରେ ପ୍ରବାହିତ ରକ୍ତ ଜମାଟ ବାନ୍ଧିବା ଯୋଗୁଁ ହୃତ୍ପିଣ୍ଡକୁ ରକ୍ତ ପ୍ରବାହରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ହୃଦ୍ଘାତ ହୋଇଥାଏ। ଏଭଳି ସ୍ଥିତିରେ ବାଇପାସ୍ ସର୍ଜରି ରୋଗୀର ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ। ତେବେ ବାଇପାସ୍ ସର୍ଜରି କେମିତି ହୁଏ? କେଉଁ ପରିସ୍ଥିତିରେ ବାଇପାସ୍ ସର୍ଜରିର ଆବଶ୍ୟକତା ପଡ଼େ? ବିଶିଷ୍ଟ କାର୍ଡିଓଭାସ୍କୁଲାର ଥୋରାସିକ୍ ସର୍ଜନ ଡାକ୍ତର ବନ ବିହାରୀ ମିଶ୍ରଙ୍କଠାରୁ ବାଇପାସ୍ ସର୍ଜରି ବିଷୟରେ ସବିଶେଷ କଥ୍ୟ ଜାଣନ୍ତୁ।