ବ୍ରୋଙ୍କାଇଟିସ୍‌ କ’ଣ? – କାରଣ ଓ ଚିକିତ୍ସା | Dr Pragnyasri Priyadarshini on Bronchitis in Odia

Dr Pragnyasri Priyadarshini13 November 20215:0310.0K views

About this video

ବ୍ରୋଙ୍କାଇଟିସ୍‌ କାହିଁକି ହୁଏ? ଏହାର ପ୍ରକାର, ଚିକିତ୍ସା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ଶ୍ୱାସରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।