କୋଭିଡ୍ରୁ ସୁସ୍ଥ ହେବା ପରେ ଫୁସ୍ଫୁସ୍ର ଯତ୍ନ | Dr Pragnyasri Priyadarshini on Pulmonary Rehabilitation
About this video
କୋଭିଡ୍ରୁ ସୁସ୍ଥ ହେବା ପରେ କେତେକଙ୍କଠାରେ ଫୁସ୍ଫୁସ୍ ଜନିତ ସମସ୍ୟା ଦେଖାଦେଉଛି। ଏଭଳି କ୍ଷେତ୍ରରେ ଫୁସ୍ଫୁସ୍ ପୁନର୍ବାସ ଚିକିତ୍ସା ଦିଆଯାଇଥାଏ। ତେବେ କୋଭିଡ୍ରୁ ସୁସ୍ଥ ହେବା ପରେ ଫୁସ୍ଫୁସ୍ର ଯତ୍ନ କିପରି ନେବେ। ଆସନ୍ତୁ ବିଶିଷ୍ଟ ଶ୍ୱାସରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାଶ୍ରୀ ପ୍ରିୟଦର୍ଶିନୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।