ଅସ୍ୱାଭାବିକ ରକ୍ତସ୍ରାବ: ଚିକିତ୍ସା କ’ଣ? | Abnormal Uterine Bleeding in Odia | Dr Mrinal Kanti Dash

Dr Mrinal Kanti Dash9 August 20255:28925 views

About this video

ପିରିୟଡ୍‌ସ ବେଳେ ଯଦି ଜଣେ ମହିଳାଙ୍କର ରକ୍ତସ୍ରାବ ସାଧାରଣଠୁ ଅଧିକ ହୁଏ, ୫ ଦିନରୁ ଅଧିକ ଦିନ ଧରି ଲାଗି ରହେ ବା ମାସରେ ଦୁଇ ଥର ହୁଏ, ତା’ହେଲେ ଏହାକୁ ଅସ୍ୱାଭାବିକ ରକ୍ତସ୍ରାବ କୁହାଯାଏ। ଏହାର ସାଧାରଣ କାରଣ ହରମୋନ୍‌ରେ ସମସ୍ୟା, ଫାଇବ୍ରଏଡ୍‌, କିଛି ଔଷଧର ପ୍ରଭାବ, ଗର୍ଭାବସ୍ଥାରେ ସମସ୍ୟା, କିମ୍ବା ଅନ୍ୟାନ୍ୟ କାରଣ ହୋଇପାରେ। ଏହାର କାରଣ ଚିହ୍ନଟ କରି ଚିକିତ୍ସା କରିବା ନିହାତି ଆବଶ୍ୟକ। ଆସନ୍ତୁ, ଏହି ସମସ୍ୟା ବିଷୟରେ ଅଧିକ ଜାଣିବା ବରିଷ୍ଠ ଡାକ୍ତର ମୃଣାଳ କାନ୍ତି ଦାଶଙ୍କଠାରୁ ଏହି ଭିଡିଓରେ।