ଆର୍ଥ୍ରାଇଟିସ୍: କେମିତି ଭଲ ହେବ? | Arthritis: Types & Treatment in Odia | Dr Pravakar Tripathy
About this video
ଗଣ୍ଠିବାତ ବା ଆର୍ଥ୍ରାଇଟିସ୍ ବିଭିନ୍ନ ପ୍ରକାର ଥାଏ ଏବଂ ସବୁ ଗଣ୍ଠିବାତର ଲକ୍ଷଣ ଅଲଗା ଅଲଗା। ଗଣ୍ଠିବାତର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ପ୍ରଭାକର ତ୍ରିପାଠୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।