ଡେଙ୍ଗୁ ଜ୍ୱର: କେମିତି ଭଲ ହେବ? | Tips to Prevent Dengue in Odia | Prof Dr Srikant Kumar Dhar
About this video
ଡେଙ୍ଗୁ ଏକ ଭୂତାଣୁ ଜନିତ ରୋଗ। ଏଡିସ୍ ମଶା କାମୁଡିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ। ଡେଙ୍ଗୁ ଜ୍ୱରର ଲକ୍ଷଣ କ’ଣ? ଏହାର ଚିକିତ୍ସା ଓ ପ୍ରତିରୋଧ ବିଷୟରେ ଆସନ୍ତୁ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଶ୍ରୀକାନ୍ତ କୁମାର ଧର କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।