ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କାହିଁକି ହୁଏ?|Dr Nirmal Kumar Mohakud on How to Prevent Jaundice in infants

Dr Nirmal Kumar Mohakud16 November 202016:2365K views

About this video

ସାଧାରଣତଃ ନବଜାତ ଶିଶୁକୁ ଜଣ୍ଡିସ୍ ରୋଗ କହିଲେ ବାପା ମା’ମାନେ ଆତଙ୍କିତ ହୋଇ ପଡ଼ନ୍ତି। ହେଲେ ଡରିବାର କିଛି ନାହିଁ। ଶିଶୁଠାରେ ଜଣ୍ଡିସ୍ ରୋଗର ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ। ଏହାର ଚିକିତ୍ସା ସହଜ ଏବଂ ସୁବିଧା। ଭିଡିଓକୁ ଦେଖନ୍ତୁ, ଭଲ ଲାଗିଲେ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନବଜାତ ଶିଶୁଠାରେ କେଉଁ ଭଳି ଲକ୍ଷଣ ଦେଖାଦେଲେ ଜଣ୍ଡିସ୍ ରୋଗ ହୋଇଛି ବୋଲି ଜାଣିବା? ଏହାର କାରଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ନିର୍ମଳ କୁମାର ମହାକୁଡ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।