ଇନ୍‌ଫ୍ଲାମେଟୋରି ଆର୍ଥ୍ରାଇଟିସ୍‌ କାହିଁକି ହୁଏ? | Inflammatory Arthritis in Odia | Dr Chandan Kumar Panda

Dr Chandan Kumar Panda23 December 20236:004.8K views

About this video

ଇନ୍‌ଫ୍ଲାମେଟୋରି ଆର୍ଥ୍ରାଇଟିସ୍‌ ବା ପ୍ରଦାହଜନିତ ଗଣ୍ଠିବାତ। ସାଧାରଣତଃ ଏହି ସମସ୍ୟା ହେଲେ ବ୍ୟକ୍ତିଙ୍କଠାରେ ଗଣ୍ଠି ଦରଜ ହେବା, ଫୁଲିବା ବା ନାଲି ପଡ଼ିବା ଭଳି ଲକ୍ଷଣ ଦେଖାଦେଇଥାଏ। ଆସନ୍ତୁ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଚନ୍ଦନ କୁମାର ପଣ୍ଡାଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।