ଫ୍ରୋଜନ୍ ସୋଲଡର – କେମିତି ଭଲ ହେବ? | Frozen Shoulder in Odia | Dr Rajendra Sahoo
About this video
ଫ୍ରୋଜନ୍ ସୋଲଡର ବା କାନ୍ଧ ଯନ୍ତ୍ରଣା (କିମ୍ବା କାନ୍ଧ ଅଚଳ ହୋଇଯିବା) ହେଉଛି ଏପରି ଏକ ସମସ୍ୟା ଯାହାଦ୍ୱାରା କାନ୍ଧ ଚାରିପଟେ ଥିବା ସଂଯୋଗକାରୀ ଟିସ୍ୟୁ ଫୁଲିଯିବା ସହ ଶକ୍ତ ହୋଇଯାଏ। ଯାହାଫଳରେ କି ସ୍ୱାଭାବିକ ଭାବେ କାର୍ଯ୍ୟ କରିହୁଏ ନାହିଁ ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ଏହା କାହିଁକି ହୁଏ? ଫ୍ରୋଜନ୍ ସୋଲଡରରୁ କିପରି ପାଇବେ ମୁକ୍ତି? ଏନେଇ ଡାକ୍ତର ରାଜେନ୍ଦ୍ର ସାହୁ କ’ଣ କହୁଛନ୍ତି, ଜାଣନ୍ତୁ।