ଗ୍ୟାସ୍‌ରୁ କେମିତି ପାଇବେ ମୁକ୍ତି? | Tips to Get Relief from Gas & Acidity | Dr Shakti Prasad Choudhury

Dr Shakti Prasad Choudhury1 August 20223:577.5K views

About this video

ଆପଣଙ୍କର ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପ୍ରଶ୍ନ କମେଣ୍ଟରେ ଆମକୁ ପଚାରନ୍ତୁ। ଆମେ ଏହାର ଉତ୍ତର ଭିଡିଓ ମାଧ୍ୟମରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରିବୁ। ଖାଦ୍ୟପେୟରେ ଅନିୟମିତତା, ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେବା, ବିଳମ୍ବିତ ରାତିରେ ଭୋଜନ କରିବା, ଶାରୀରିକ ପରିଶ୍ରମର ଅଭାବ ଏବଂ ତେଲ ମସଲା ଓ ଛଣାଛଣି ଖାଦ୍ୟ ଖାଇବା ଯୋଗୁଁ ଆଜିକାଲି ଅଧିକାଂଶ ଲୋକଙ୍କର ଗ୍ୟାସ୍‌ ସମସ୍ୟା ସୃଷ୍ଟି ହେଉଛି। ତେବେ ଗ୍ୟାସ୍‌ କେମିତି ଭଲ ହେବ? ଏନେଇ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। Many people are facing gas & acidity problems these days due to dietary irregularities, lack of proper digestion of food, late night meals, lack of physical exertion, and eating oily and spicy food. What is the treatment of Gas and Acidity Problems? Let's find out from Dr Shakti Prasad Choudhury, a Gastroenterologist.