ସବୁବେଳେ ମନ ଦୁଃଖ ରହୁଛି କି? | How Does Sadness Affect a Person? | Dr Suvendu Narayan Mishra
About this video
ସୁଖ ଦୁଃଖକୁ ନେଇ ଆମ ଜୀବନ। ଏହା ଜୀବନର ପାହାଚ ସଦୃଶ। ହେଲେ ବିନା କାରଣରେ ଯଦି ଜଣେ ସବୁବେଳେ ଦୁଃଖରେ ରହେ, ତେବେ ଏହା ମାନସିକ ରୋଗର ଲକ୍ଷଣ ହୋଇପାରେ। ତେବେ ସବୁବେଳେ ଦୁଃଖରେ ରହିବା ମାନସିକ ରୋଗର ଲକ୍ଷଣ କି? ଏହାର କାରଣ, ଚିକିତ୍ସା ବିଷୟରେ କ’ଣ କହୁଛନ୍ତି ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର, ଆସନ୍ତୁ ଜାଣିବା।