କରନ୍ତୁ ଏହି ୫ଟି ବ୍ୟାୟାମ – କମିବ ଓଜନ | 5 Simple Home Exercises for Weight loss | Hariprasad Patnaik
About this video
ଘରେ ରହି ବି ମୋଟାପଣ କମେଇପାରିବେ। ଆସନ୍ତୁ କରାଟେ କୋଚ୍ ତଥା ଫିଟ୍ନେସ୍ ଏକ୍ସପର୍ଟ ହରିପ୍ରସାଦ ପଟ୍ଟନାୟକଙ୍କଠାରୁ ଶିଖିବା ୫ଟି ସରଳ ବ୍ୟାୟାମ। ଏହି ବ୍ୟାୟାମ ବିନା କୌଣସି ଉପକରଣ ସାହାଯ୍ୟରେ ଏବଂ କମ ସ୍ଥାନରେ କରିପାରିବେ। କୋଭିଡ୍ ସମୟରେ ଏହି ବ୍ୟାୟାମ କରିବା ଦ୍ୱାରା ଫୁସଫୁସ, ହୃତପିଣ୍ଡ୍ ଭଲ ଭାବରେ କାର୍ଯ୍ୟ କରିବା ସହିତ ଶରୀରର ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ତେବେ ଆସନ୍ତୁ କରିବା ଏହି ୫ଟି ବ୍ୟାୟାମ। Lay Down & Stand Up Mountain climbing Alternate Leg Touch Hip-tuck Spot Jogging You can do this exercise without any equipment and in less space. Doing this exercise during coughing helps the lungs, heart, and blood to function properly. So let's do these 5 exercises and know more from Karate Coach & Fitness Expert Hariprasad Patnaik. Lay Down & Stand Up Mountain climbing Alternate Leg Touch Hip-tuck Spot Jogging