ପିସିଓଏସ୍‌ ଡାଏଟ୍‌ | Diet for Managing PCOS in Odia | Smita Shadangi

Smita Shadangi29 October 20227:342.2K views

About this video

ବର୍ତ୍ତମାନ ସମୟରେ ପିସିଓଏସ୍‌ ସବୁଠୁ ସାଧାରଣ ସମସ୍ୟା। ଅସ୍ୱାସ୍ଥ୍ୟକର ଖାଦ୍ୟଶୈଳୀ, ମୋଟାପଣ ଓ ଅନ୍ୟ କାରଣ ଯୋଗୁଁ ପିସିଓଏସ୍‌ ହୋଇପାରେ। ତେବେ ପିସିଓଏସ୍‌ ଥିଲେ ଡାଏଟ୍‌ କେମିତି ହେବା ଦରକାର? ଆସନ୍ତୁ ଡାଏଟିସିଆନ୍‌ ସ୍ମିତା ଷଡଙ୍ଗୀ କ’ଣ କହୁଛନ୍ତି, ଜାଣିବା।