ପିରିୟଡ୍‌ସ ବେଳେ ସଫାସୁତୁରା କେମିତି ରହିବେ? | Hygiene during Period in Odia | Dr Pramod Kumar Senapati

Dr Pramod Kumar Senapati28 May 20254:141.8K views

About this video

ପ୍ରତିମାସରେ ପ୍ରାୟ ୨ରୁ ୭ ଦିନ ଧରି ମହିଳାଙ୍କର ଋତୁସ୍ରାବ ହୋଇଥାଏ। ଏହି ସମୟରେ ଯଦି ସେମାନେ ଉପଯୁକ୍ତ ପରିଚ୍ଛନତା ରକ୍ଷା ନକରନ୍ତି, ତେବେ ବିଭିନ୍ନ ପ୍ରକାର ସଂକ୍ରମଣର ଶିକାର ହୋଇପାରନ୍ତି, ଯେପରିକି ପରିସ୍ରା ସଂକ୍ରମଣ, ଯୋନି କୁଣ୍ଡାଇ ହେବା, ଦୁର୍ଗନ୍ଧ ଯୁକ୍ତ ଧଳାସ୍ରାବ ଭଳି ସମସ୍ୟା ହୋଇପାରେ। ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସ୍ୱଚ୍ଛତା ଜରୁରୀ। ଆସନ୍ତୁ, ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ପ୍ରମୋଦ କୁମାର ସେନାପତିଙ୍କଠାରୁ ପିରିୟଡ୍‌ସ ବେଳେ କେମିତି ପରିଚ୍ଛନତା ବଜାୟ ରଖିବେ, ଜାଣିବା।