କାହିଁକି ହୁଏ ଆସ୍ଥମା ଆଟାକ୍? | Dr Srikant Kumar Dhar on Winter Asthma in Odia | Causes & Treatment
About this video
ଧୂଳି, ଧୂଆଁ, ଗୃହପାଳିତ ପଶୁ କିମ୍ବା କୌଣସି ଖାଦ୍ୟ ପଦାର୍ଥ ପ୍ରତି ଆଲର୍ଜି ଥିବା ବ୍ୟକ୍ତିଙ୍କୁ ଆସ୍ଥମା ଆଟାକ୍ ହେବାର ଆଶଙ୍କା ଅଧିକ ଥାଏ। ସେହପରି ପରିବେଶରେ ପ୍ରଦୂଷଣ ବଢ଼ିଲେ, ଶୀତ ଋତୁରେ ଅନେକ ବ୍ୟକ୍ତି ଆସ୍ଥମା ରୋଗରେ ପୀଡ଼ିତ ହୁଅନ୍ତି। ତେଣୁ ଆସ୍ଥାମା ରୋଗକୁ ଚିହ୍ନି କେମିତି ଏହାର ଚିକିତ୍ସା କରିବେ? ଏହାକୁ ରୋକିବା ପାଇଁ କ’ଣ କରିବା ଦରକାର? ବିଶିଷ୍ଟ ଭେଷଜ ବିଶେଷଜ୍ଞ ଡାକ୍ତର ଶ୍ରୀକାନ୍ତ କୁମାର ଧରଙ୍କଠାରୁ ଏବିଷୟରେ ଆସନ୍ତୁ ଅଧିକ ଜାଣିବା।