ପିଲା ହେଉନି କି? | Infertility in Odia | Dr Mousumi Acharya

Dr Mousumi Acharya10 December 202212:2011K views

About this video

ବନ୍ଧ୍ୟାଦୋଷ ବା ଇନଫର୍ଟିଲିଟି। ବନ୍ଧ୍ୟାଦୋଷ ପାଇଁ ଉଭୟ ମହିଳା ଏବଂ ପୁରୁଷ ସମାନ ଭାବେ ଦାୟୀ। ତେବେ ବନ୍ଧ୍ୟାଦୋଷର କାରଣ କ’ଣ? କେମିତି ଏହାର ଚିକିତ୍ସା କରାଯାଏ? ଏନେଇ ବିଶିଷ୍ଟ ପ୍ରସୂତୀ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୌସୁମୀ ଆଚାର୍ଯ୍ୟ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।