କେମିତି ଚାଲିଛି କୋଭିଡ୍ ଚିକିତ୍ସା? | Dr Manoj Kumar Sahu on COVID treatment in Odisha
About this video
କୋଭିଡ୍-୧୯ ବା କରୋନା ଭୂତାଣୁ ବର୍ତ୍ତମାନ ସାରା ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ତେବେ ଅନେକ କୋଭିଡରୁ ସୁସ୍ଥ ହୋଇ ମଧ୍ୟ ଘରକୁ ଫେରୁଛନ୍ତି। କରୋନା ଭୂତାଣୁ ଆମ ଶରୀରର ସମସ୍ତ ଅଙ୍ଗକୁ ପ୍ରଭାବିତ କରୁଛି। ତେଣୁ ନୂଆ ଲକ୍ଷଣ ମଧ୍ୟ ଦେଖାଦେଉଛି। ତେବେ କୋଭିଡର ନୂଆ ଲକ୍ଷଣ ସବୁ କ’ଣ? ଓଡ଼ିଶାରେ କୋଭିଡ୍ ଚିକିତ୍ସା କେମିତି ଚାଲିଛି? ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ମନୋଜ କୁମାର ସାହୁଙ୍କଠାରୁ ଆସନ୍ତୁ ଜାଣିବା ଏବିଷୟରେ।