ଡାଏବେଟିସ୍ ରୋଗୀଙ୍କ ଡାଏଟ୍: କେମିତି ହେବା ଦରକାର? | Diet to control Diabetes, Odia | Sushri Sangita Jena
About this video
ଡାଏବେଟିସ୍ ପରିଚାଳନା କରିବାରେ ଆପଣଙ୍କ ଖାଦ୍ୟଶୈଳୀ ବେଶ୍ ଗୁରୁତ୍ୱପୂର୍ଣ୍ଣ। କାରଣ, କେତେକ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଇନ୍ସୁଲିନ୍ ସ୍ତର ବଢ଼ିଯାଏ ଏବଂ ଅନେକ ଜଟିଳତାର ସାମ୍ନା କରିବାକୁ ପଡ଼ିଥାଏ। ଆସନ୍ତୁ, ଖାଦ୍ୟ ବିଶେଷଜ୍ଞ ସୁଶ୍ରୀ ସଙ୍ଗୀତା ଜେନାଙ୍କଠାରୁ ଡାଏବେଟିସ୍ ପରିଚାଳନା ବିଷୟରେ ଅଧିକ ଜାଣିବା।