ଗର୍ଭାବସ୍ଥାରେ ଦିନ ତମାମ କ’ଣ ଖାଇବେ? | A Pregnant Woman's Daily Diet in Odia | Dr Sunita Sahoo
About this video
ଅଧିକାଂଶ ମହିଳାଙ୍କର ଗର୍ଭଧାରଣର ପ୍ରଥମ ତ୍ରୟମାସରେ ବାନ୍ତି ହେବା, ଦ୍ବିତୀୟ ତ୍ରୟମାସରେ କୋଷ୍ଠକାଠିନ୍ୟ ଭଳି ବିଭିନ୍ନ ସମସ୍ୟା ଉପୁଜିଥାଏ। ତେଣୁ ଏହି ଏସମସ୍ୟାକୁ ଏଡ଼ାଇବାକୁ ହେଲେ ଖାଦ୍ୟପେୟର ବିଶେଷ ଭୂମିକା ରହୁଛି। ଆସନ୍ତୁ, ଡାଏଟିସିଆନ୍ ଡାକ୍ତର ସୁନୀତା ସାହୁଙ୍କଠାରୁ ଏନେଇ ଅଧିକ ଜାଣିବା। Most women experience vomiting in the first trimester of pregnancy, and constipation in the second trimester. So food has a special role to play in avoiding this problem. What should a pregnant woman eat daily? How to eat well in pregnancy? Let's find out more from Dr Sunita Sahoo, a Clinical Dietician.