ଅଗିଆବାତ – କାରଣ, ଲକ୍ଷଣ ଓ ଚିକିତ୍ସା। Dr Managobinda Srichandan on Hives in Odia। Urticaria
About this video
ଅଗିଆବାତ, ଯାହାକୁ ସାଧାରଣ ଭାଷାରେ ଲୋକେ ଆଲର୍ଜି ବୋଲି କହିଥା’ନ୍ତି। ଏହା ହେଲେ ଦେହ କୁଣ୍ଡାଇ ହେବା ସହ ଦେହରେ ଫଳି ଫଳି ଯାଇଥାଏ। ଅଗିଆବାତ କ’ଣ? ଏହା ହେବାର କାରଣ ଓ ଲକ୍ଷଣ ବିଷୟରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନଗୋବିନ୍ଦ ଶ୍ରୀଚନ୍ଦନ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।