ଟ୍ରାଇଜେମିନାଲ ନ୍ୟୁରାଲଜିଆ କ’ଣ? | Trigeminal Neuralgia in Odia | Signs & Treatment | Dr Rajendra Sahoo

Dr Rajendra Sahoo28 July 202212:076.7K views

About this video

ଟ୍ରାଇଜେମିନାଲ ନ୍ୟୁରାଲଜିଆ ହେଉଛି ଏକ ଅବସ୍ଥା ଯାହା ଚେହେରାର ଗୋଟିଏ ପାର୍ଶ୍ୱରେ ଇଲେକ୍ଟ୍ରିକ୍‌ ଝଟ୍‌କା ଭଳି ଲାଗିଥାଏ। ଆସନ୍ତୁ ସ୍ପାଇନ୍‌ ଏବଂ ପେନ୍‌ ସ୍ପେଶାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଏହି ବିଷୟରେ ଅଧିକ ଜାଣିବା।