କ୍ୟାନ୍ସରକୁ ଚିହ୍ନିବେ କିପରି? | Know the Symptoms of Cancer, in Odia | Dr Manindra Nayak
About this video
କ୍ୟାନ୍ସରର ପ୍ରାରମ୍ଭିକ ଲକ୍ଷଣକୁ ଚିହ୍ନଟ କରାଯାଇପାରିଲେ, ଆରୋଗ୍ୟର ସମ୍ଭାବନା ଅଧିକ ରହିଛି। ତେଣୁ କ୍ୟାନସରକୁ ନେଇ ସଚେତନ ହେବା ଆବଶ୍ୟକ। କର୍କଟ ରୋଗ କାହିଁକି ହେଉଛି? ଏହାକୁ ଜାଣିବେ କିପରି? ଆସନ୍ତୁ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ ଏବିଷୟରେ ଅଧିକ ଜାଣିବା।