ଗୋଇଠି ଯନ୍ତ୍ରଣାରୁ କେମିତି ପାଇବେ ମୁକ୍ତି? | Heel Pain in Odia | Causes & Treatments | Dr Rajendra Sahoo
About this video
ଆମ ଶରୀରର ସମସ୍ତ ଭାର ଆମର ପାଦ ଦୁଇଟି ବହନ କରିଥାଏ। ଅତ୍ୟଧିକ ଡେଇଁବା, ଚାଲିବା, ଶାରୀରିକ ପରିଶ୍ରମ ଅଧିକ କରୁଥିବା ଲୋକଙ୍କଠାରେ ଗୋଇଠି ଯନ୍ତ୍ରଣା ହେବାର ସମ୍ଭାବନା ଅଧିକ ଥାଏ। ତେବେ ଗୋଇଠି ଯନ୍ତ୍ରଣାର କାରଣ, ଚିକିତ୍ସା ଓ ନିରାକରଣ ବିଷୟରେ କ’ଣ କହୁଛନ୍ତି ଡାକ୍ତର ରାଜେନ୍ଦ୍ର ସାହୁ, ଆସନ୍ତୁ ଜାଣିବା।