ଏକ୍ମୋ ମେସିନ୍ କ’ଣ? । Dr Banambar Ray on ECMO Machine in Odia #ECMO
About this video
ଏକ୍ମୋ ମେସିନ୍ କ’ଣ? ଏହା କିପରି କାମ କରେ? କୋଭିଡ୍ ଏବଂ ତା’ଛଡ଼ା ଅନ୍ୟ କୌଣସି ରୋଗରେ ଏକ୍ମୋ ମେସିନ୍ କିପରି ସହାୟକ ହୋଇଥାଏ? ଏନେଇ କ୍ରିଟିକାଲ କେୟାର ବିଶେଷଜ୍ଞ ଡାକ୍ତର ବାନାମ୍ବର ରାୟ କ’ଣ କହୁଛନ୍ତି, ଜାଣନ୍ତୁ।