କେମିତି ରୋକିବା ଥାଲାସେମିଆ ରୋଗ? | Dr Palash Das on Thalassemia in Odia | Diagnosis & Prevention

Dr Palash Das12 December 20209:5923K views

About this video

ଥାଲାସେମିଆ ଏକ ସାଙ୍ଘାତିକ ରୋଗ। ଜନ୍ମରୁ ଶିଶୁଟିଏ ଏହି ରୋଗକୁ ସାଙ୍ଗରେ ନେଇ ଆସିଥାଏ। ଏହି ରୋଗକୁ ଠିକ ସମୟରେ ଚିହ୍ନିବା ଏବଂ ଚିକିତ୍ସା କରିବା ନିହାତି ଦରକାର। ତେବେ ଥାଲାସେମିଆ ରୋଗର କାରଣ, ଲକ୍ଷଣ, ଜଟିଳତା ଏବଂ କେମିତି ଏହାକୁ ରୋକିହେବ, ସେନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସଙ୍କଠାରୁ ଜାଣିବା।