ପିଲାଙ୍କର କୋଷ୍ଠକାଠିନ୍ୟ ସମସ୍ୟା: କେମିତି ରୋକିବେ? | Constipation in Children, Odia | Dr Snehamayee Nayak
About this video
ଶିଶୁଙ୍କଠାରେ ମଧ୍ୟ ହୋଇପାରେ କୋଷ୍ଠକାଠିନ୍ୟ। ସଠିକ ସମୟରେ ଲକ୍ଷଣକୁ ଚିହ୍ନିପାରି ଚିକିତ୍ସା କଲେ ଜଟିଳତାକୁ ଏଡ଼ାଇ ଦିଆଯାଇପାରିବ। ଆସନ୍ତୁ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହମୟୀ ନାୟକଙ୍କଠାରୁ ଜାଣିବା ଶିଶୁଙ୍କଠାରେ କୋଷ୍ଠକାଠିନ୍ୟର କାରଣ, ଲକ୍ଷଣ ଓ ଚିକିତ୍ସା ବାବଦରେ ଜାଣିବା।