ରିଙ୍କଲ କେମିତି କରିବେ ଦୂର? | How to Get Rid of Wrinkles? in Odia | Dr Monali Pattnaik

Dr Monali Pattnaik3 November 20225:162.6K views

About this video

ଅସ୍ଵାସ୍ଥ୍ୟକର ଖାଦ୍ୟପେୟ, ନିଦ୍ରାହୀନତା ଏବଂ ଧୂମପାନ ଓ ମଦ୍ୟପାନ ଯୋଗୁଁ କମ୍‌ ବୟସରୁ ବୟସ ଛାପ ବା ରିଙ୍କଲ ପଡ଼ିବା ଭଳି ସମସ୍ୟା ଦେଖାଦିଏ। ଆସନ୍ତୁ ବିଶିଷ୍ଟ ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ମୋନାଲି ପଟ୍ଟନାୟକଙ୍କଠାରୁ ଏ ବିଷୟରେ ଅଧିକ ଜାଣିବା।