ମଧୁମେହ ରୋଗୀଙ୍କ ଖାଦ୍ୟଶୈଳୀ | Healthy Diet for Diabetics in Odia | Swati Mohanty

Swati Mohanty30 July 20226:212.6K views

About this video

ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଉପରେ ସଜାଗ ରହିବା ନିହାତି ଜରୁରୀ। କାରଣ ସେମାନେ ଯାହା ଖାଉଛନ୍ତି, ତା’ର ପ୍ରଭାବ ଶରୀରର ଇନ୍‌ସୁଲିନ୍‌ ଉପରେ ସିଧାସଳଖ ପଡ଼ିଥାଏ। ଆସନ୍ତୁ ଡାଏଟିସିଆନ୍‌ ସ୍ୱାତୀ ମହାନ୍ତିଙ୍କଠାରୁ ମଧୁମେହ ରୋଗୀଙ୍କ ଖାଦ୍ୟ ତାଲିକା ଉପରେ ଅଧିକ ଜାଣିବା।