କୋଭିଡ୍‌ ରୋଗୀଙ୍କୁ ନିମୋନିଆ । Dr PN Sahoo on COVID Patients with risk of Pneumonia in Odia

Dr PN Sahoo6 June 202110:2124K views

About this video

କୋଭିଡ୍‌ ସଂକ୍ରମିତଙ୍କର ଯଦି ଜ୍ୱର, କାଶ ଲାଗି ରହୁଛି ଏବଂ କଫ ସମସ୍ୟା ରହିଛି, କଥା କହିବା ସମୟରେ କିମ୍ବା ଚାଲିବା ସମୟରେ ଧଇଁସଇଁ ଲାଗୁଛି, ତେବେ ଏହା ନିମୋନିଆର ଲକ୍ଷଣ ହୋଇପାରେ। ସମସ୍ତ କୋଭିଡ୍‌ ରୋଗୀଙ୍କୁ ନିମୋନିଆର ଆଶଙ୍କା ରହିଛି କି? ନିମୋନିଆର ଭୟାବହତା କେତେ? ଏନେଇ ବିଶିଷ୍ଟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦୀପ ନାରାୟଣ ସାହୁ କ’ଣ କହୁଛନ୍ତି ଜାଣନ୍ତୁ।