କୋଭିଡ୍ ବୁଷ୍ଟର ଡୋଜ୍ କାହିଁକି ଜରୁରୀ? | Necessity of COVID Booster Dose in Odia | Dr Bhagyashree Singh
About this video
କୋଭିଡ୍ ବୁଷ୍ଟର ଡୋଜ୍ ନେବା ଜରୁରୀ କି? ଏହା ଭାରତକୁ କେବେ ଆସିବ? ଏ ସମସ୍ତ ବିଷୟରେ କ’ଣ କହୁଛନ୍ତି ମସ୍କୁଲୋସ୍କେଲିଟାଲ ସ୍ପେଶାଲିଷ୍ଟ ଡାକ୍ତର ଭାଗ୍ୟଶ୍ରୀ ସିଂ, ଆସନ୍ତୁ ଜାଣିବା। Is it necessary to take a dose of COVID booster? When will it come to India? So let's find more from Dr Bhagyashree Singh, a Musculoskeletal Specialist.