ମାସ୍କ ପିନ୍ଧନ୍ତୁ, କୋଭିଡ୍ରୁ ସୁରକ୍ଷିତ ରହନ୍ତୁ । Dr Nibedita Pani on When & How to wear mask in Odia
About this video
କୋଭିଡ୍କୁ ହରାଇବା ପାଇଁ ମାସ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଅର୍ଥରେ କହିବାକୁ ଗଲେ ମାସ୍କ ହିଁ ହେଉଛି ଏକମାତ୍ର ଅସ୍ତ୍ର, ଯିଏ କୋଭିଡ୍ରୁ ସୁରକ୍ଷା ଦେଇପାରିବ। ମାସ୍କ ସମସ୍ତେ ସଠିକ୍ ଭାବରେ ଓ ନିୟମ ଅନୁସାରେ ପିନ୍ଧିଲେ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା। କେଉଁ ପ୍ରକାର ମାସ୍କ ଏବଂ କିଭଳି ମାସ୍କ ପିନ୍ଧିଲେ ଆମେ କୋଭିଡ୍ରୁ ସୁରକ୍ଷିତ ରହିପାରିବା, ଜାଣନ୍ତୁ ଆନାସ୍ଥେସିଆ ବିଭାଗର ପ୍ରଫେସର ଡାକ୍ତର ନିବେଦିତା ପାଣିଙ୍କଠାରୁ। Masks play an important role in preventing infections of COVID-19. Along with vaccines, they are one of the only weapons we have to fight the COVID-19 pandemic. Find out when and how to wear masks from Dr Nibedita Pani, an Anesthesiologist.