ହାଇପର-ଥାଇରଏଡଜିମ୍ର କାରଣ, ଲକ୍ଷଣ ଓ ଚିକିତ୍ସା | Hyperthyroidism in Odia | Dr Samir Ranjan Jena
About this video
ଆମ ଶରୀରର ସବୁ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଥାଇରଏଡ୍ ରୋଗ ଅଧିକ ଦେଖିବାକୁ ମିଳିଥାଏ। ଏହା ଏକ ଅଟୋ-ଇମ୍ୟୁନ୍ ରୋଗ। କେତେକଙ୍କଠାରେ ହାଇପୋ ଥାଇରଏଡଜିମ୍ ହେବା ବେଳେ କେତେକଙ୍କୁ ହାଇପର-ଥାଇରଏଡଜିମ୍ ହୋଇଥାଏ। ହାଇପର-ଥାଇରଏଡ୍ଜିମ୍ ରୋଗର କାରଣ କ’ଣ? ଏହାର ଚିକତ୍ସା କ’ଣ? ଆସନ୍ତୁ ଡାକ୍ତର ସମୀର ରଞ୍ଜନ ଜେନା କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।