ରକ୍ତହୀନତା ଦୂର କରିବା ପାଇଁ ଖାଆନ୍ତୁ ଏହି ଖାଦ୍ୟ | Diet Plan for Anaemia in Odia | Dr Sunita Sahoo
About this video
ଶରୀରରେ ଆଇରନ୍ର ଅଭାବକୁ ରକ୍ତହୀନତା ବା ଅନିମିଆ କୁହାଯାଏ। ଶରୀରରେ ଆଇରନର ଅଭାବ ହେଲେ ଥକ୍କା ଲାଗିବା, ଦୁର୍ବଳ ଲାଗିବା, କେଶ ଝଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଆଇରନର ଅଭାବ ଦୂର କରିବା ପାଇଁ ଡାଏଟ୍ କେମିତି ହେବା ଦରକାର? ଆସନ୍ତୁ, ଡାଏଟିସିଆନ୍ ଡାକ୍ତର ସୁନୀତା ସାହୁଙ୍କଠାରୁ ଅଧିକ ଜାଣିବା। Anaemia happens when your body doesn’t have enough healthy red blood cells. Lack of iron in the body can lead to problems such as fatigue, weakness, and hair loss. What foods help cure Anaemia? What is a good diet for someone with Anaemia? Let's find out more from Dietician Dr Sunita Sahoo.