ହାର୍ଟରେ ପାଣି ଜମେ କାହିଁକି? | Dr Trilochan Agarwala on Pericardial Effusion in Odia | Causes & Tests
About this video
ହାର୍ଟ ଚାରିପଟେ ପାଣି ଜମିବାକୁ ମେଡିକାଲ ଭାଷାରେ ପେରିକାର୍ଡିଆଲ ଇଫ୍ୟୁଜନ୍ ବୋଲି କୁହାଯାଏ। ଏହି ପାଣି ଯଦି ଅଧିକ ମାତ୍ରାରେ ବଢ଼ିଯାଏ, ତେବେ ହାର୍ଟ ଠିକ୍ ଭାବରେ ପମ୍ପ କରିପାରେ ନାହିଁ। ତେବେ ଏହାର କାରଣ କ’ଣ? ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ତ୍ରିଲୋଚନ ଅଗ୍ରଓ୍ୱାଲ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।