ହର୍ଡ ଇମ୍ୟୁନିଟି କ'ଣ? | Dr. Jyotiranjan Parida on Herd Immunity in Odia
About this video
ବର୍ତ୍ତମାନ କୋଭିଡ୍-୧୯ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହା ଉଭୟ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ପ୍ରାୟ ଅଢ଼େଇ ମାସର ଲକଡାଉନ୍ ପରେ ସରକାର ନିୟମ କୋହଳ କରିଛନ୍ତି ଏବଂ ଲୋକେ କାର୍ଯ୍ୟକୁ ଯିବା ଆରମ୍ଭ କଲେଣି। ତେବେ ଏଭଳି ପରିସ୍ଥିତିରେ ହର୍ଡ ଇମ୍ୟୁନିଟି ହିଁ କୋଭିଡ୍-୧୯ଠାରୁ ଆମକୁ ସୁରକ୍ଷିତ ରଖିପାରିବ ବୋଲି କୁହାଯାଉଛି। ତେବେ ହର୍ଡ ଇମ୍ୟୁନିଟି କ'ଣ? ଏହା କିପରି ବିକଶିତ ହୁଏ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ହର୍ଡ ଇମ୍ୟୁନିଟି କ'ଣ? ହର୍ଡ ଇମ୍ୟୁନିଟି କିପରି ବିକଶିତ ହୁଏ? ଲକଡାଉନର ଉଦ୍ଦେଶ୍ୟ କ'ଣ ଥିଲା? ଆମର ଦାୟିତ୍ୱ କ'ଣ? Currently, the number of COVID19 patients is increasing. It has an impact on both life and livelihood. After nearly two and a half months of lockdowns, the government has relaxed the rules, and people have started going back to work. In such a scenario is it safe to say that Herd Immunity could save us from COVID19? Let's find out more about Herd Immunity and how does it develop from rheumatologist Dr. Jyoti Ranjan Parida. What is herd immunity? How does herd immunity develop? What was the purpose of Lockdown? What is our responsibility?