ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ – କେମିତି ପାଇବେ ମୁକ୍ତି? | Dr Shakti Prasad Choudhury on Gas & Constipation

Dr Shakti Prasad Choudhury8 January 20229:2830K views

About this video

ବର୍ତ୍ତମାନର ଖାଦ୍ୟପେୟ ଓ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦେଖାଦେଉଛି। ତେବେ ଏହିସବୁ ସମସ୍ୟାର କାରଣ କ’ଣ? ଏହାର ଚିକିତ୍ସା ଓ ନିରାକରଣ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା। ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟାର କାରଣ କ’ଣ? କ’ଣ ଖାଇଲେ ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବ? Constipation is a common problem occurring in many people. This can be serious if you have not passed stool for a week or have bleeding. Let us know about the causes and prevention of constipation from Dr Shakti Prasad Choudhury, a Gastroenterologist. Causes of Gas & Constipation What to eat to get relief from gas and constipation problems?