ଡିମେନ୍‌ସିଆ: କାରଣ ଓ ଚିକିତ୍ସା | Dementia in Odia | Signs & Treatments | Dr Lulup Kumar Sahoo

Dr Lulup Kumar Sahoo27 December 202211:572.6K views

About this video

ଡିମେନସିଆ ହେଉଛି ଏକ ମାନସିକ ସମସ୍ୟା। ଡିମେନ୍‌ସିଆ ରୋଗୀ ସାଧରଣତଃ ଗୋଟିଏ ଜିନିଷକୁ ଭୁଲି ଯାଆନ୍ତି। ସେମାନଙ୍କ ମଧ୍ୟଣେ ସ୍ମୃତି ଶକ୍ତି ହ୍ରାସ, ଭାବିବାରେ ଅସୁବିଧା, ସମାଧାନ ନହେବା ଏବଂ ଶବ୍ଦ ବାଛିବାରେ ଅସୁବିଧା ଭଳି ଲକ୍ଷଣ ଦେଖାଯାଇଥାଏ। ତେବେ କାହିଁକି ହୋଇଥାଏ ଡିମେନସିଆ ରୋଗ? ଏହାର ଲକ୍ଷଣ ଓ ଚିକିତ୍ସା କ’ଣ? ଏନେଇ ବିଶିଷ୍ଟ ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ଲୁଲୁପ୍‌ କୁମାର ସାହୁ କ'ଣ କହୁଛନ୍ତି ଆସନ୍ତୁ ଜାଣିବା।