ଲୁପସ୍ ରୋଗ କାହିଁକି ହୁଏ? | Lupus in Odia | Causes & Symptoms | Prof Dr Jyoti Ranjan Parida
About this video
ପ୍ରତିବର୍ଷ ମେ’ ୧୦ ତାରିଖକୁ ‘ବିଶ୍ୱ ଲୁପସ୍ ଦିବସ’ ଭାବରେ ପାଳନ କରାଯାଏ। ସମାଜରେ ଏହି ରୋଗ ବିଷୟରେ ସଚେତନ ସୃଷ୍ଟି କରି କିପରି ଏହି ରୋଗୀମାନଙ୍କୁ ସାମାନ୍ୟ ଲକ୍ଷଣ ଦେଖାଦେବା ମାତ୍ରେ ସଠିକ୍ ଚିକିତ୍ସା ସୁବିଧା କରାଯାଇ ପାରିବ ଓ ଲୁପସ୍ ରୋଗୀମାନଙ୍କୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ କରି ଉତ୍ସାହିତ କରାଯାଇପାରିବ, ତାହା ହିଁ ଏହି ଦିବସର ମୂଳ ଲକ୍ଷ୍ୟ। ଆସନ୍ତୁ ବିଶିଷ୍ଟ ରୁମାଟୋଲୋଜି ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କଠାରୁ ଲୁପସ୍ ରୋଗର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ଜାଣିବା।