କୋଭିଡ୍‌ ପଜିଟିଭ୍‌ ଶିଶୁ ସ୍ତନ୍ୟପାନ କରିପାରିବେ କି? | Breastfeeding During COVID-19 | Dr Sebaranjan Biswal

Dr Sebaranjan Biswal20 June 20219:56679 views

About this video

କୋଭିଡ୍‌ ପ୍ରଥମ ଲହର ଅପେକ୍ଷା ଦ୍ୱିତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେଉଥିବା ଦେଖିବାକୁ ମିଳୁଛି। ହେଲେ ଶିଶୁଙ୍କୁ କୋଭିଡ୍‌ ହେଲେ ତା’ର ଭୟାବହତା କେତେ? ଛଅମାସରୁ କମ୍‌ କୋଭିଡ୍‌ ପଜିଟିଭ୍‌ ଶିଶୁ ସ୍ତନ୍ୟପାନ କରିପାରିବେ କି? ଏନେଇ ବିସ୍ତୃତ ଭାବରେ କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ସେବାରଞ୍ଜନ ବିଶ୍ୱାଳ। କୋଭିଡ୍ ଦ୍ୱିତୀୟ ଲହରରେ ଶିଶୁମାନେ କାହିଁକି ବେଶୀ ସଂକ୍ରମିତ ହେଉଛନ୍ତି? କୋଭିଡ୍ ଆକ୍ରାନ୍ତ ପିଲାଙ୍କଠାରେ କେଉଁ କେଉଁ ଲକ୍ଷଣ ଦେଖାଦେଉଛି? କୋଭିଡ୍ ଆକ୍ରାନ୍ତ ପିଲାଙ୍କଠାରେ ଭୟାବହତା କମ୍ ପିଲାମାନେ କେମିତି କୋଭିଡ୍‌ରେ ସଂକ୍ରମିତ ହେଉଛନ୍ତି? ପିଲାଙ୍କୁ କୋଭିଡ୍ ହେଲେ ସେମାନେ ସଙ୍ଗରୋଧରେ ରହିପାରିବେ କି? କୋଭିଡ୍ ପଜିଟିଭ୍ ଶିଶୁ ସ୍ତନ୍ୟପାନ କରିପାରିବେ କି? COVID is found to be more contagious in children than in the first wave. But how dangerous is it for babies? Let's find out more from Dr Sebaranjan Biswal, a Paediatrician. Why are babies getting more infected in the second wave of COVID? Symptoms of COVID affected children Covid affected children have less risk How does COVID-19 affect children? Can children home isolated if they have COVID? Is it Safe to Breastfeed to a COVID-affected child?