ମୁଣ୍ଡ ବୁଲାଇ ହେବା | Vertigo in Odia | Types & Treatments | Dr Pradipt Ranjan Sahoo

Dr Pradipt Ranjan Sahoo27 September 202216:3660K views

About this video

ଥକ୍କା, ଚିନ୍ତା କିମ୍ବା ଅନ୍ୟ କୌଣସି କାରଣରୁ ମୁଣ୍ଡ ବୁଲାଇବା ବା ଘୁରାଇବା ଭଳି ସମସ୍ୟା ଦେଖାଦେଇଥାଏ। ଯଦି ଆପଣଙ୍କର ବାରମ୍ବାର ମୁଣ୍ଡ ବୁଲାଉଛନ୍ତି ଏବଂ ସେହି ସମୟରେ ବାନ୍ତି ଭଳି ଅନୁଭବ କରୁଛନ୍ତି, ତେବେ ଏହା ଭର୍ଟିଗୋର କାରଣ ହୋଇପାରେ। ଏହାର କାରଣ, ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ କର୍ଣ୍ଣ ନାଶା ଗଳା ବିଭାଗର ଡାକ୍ତର ପ୍ରଦିପ୍ତ ରଞ୍ଜନ ସାହୁ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା।