ସୁସ୍ଥ କେଶ ପାଇଁ ୫ଟି ଟିପ୍ସ | Tips for Healthy Hair, in Odia | Hair Care | Dr Kishan Kumar Agarwal

Dr Kishan Kumar Agarwal17 December 20246:16330K views

About this video

ବର୍ତ୍ତମାନ ସମୟରେ କେଶ ଝଡ଼ିବା, ଅଳ୍ପ ବୟସରୁ କେଶ ପାଚିବା, ରୁପି ହେବା, କେଶ ରୁକ୍ଷ ହୋଇଯିବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହାର କାରଣ ଆମର ଖାଦ୍ୟପେୟ ହୋଇପାରେ, ପ୍ରଦୂଷଣ ହୋଇପାରେ ବା କେଶରେ ଆଇରନ୍‌, କେରାଟିନ୍‌ ବା ଷ୍ଟ୍ରେଟ୍‌ନିଂ ଯୋଗୁଁ ମଧ୍ୟ ହୋଇପାରେ। ଆସନ୍ତୁ, ଆଜି ଏହି ଭିଡିଓରେ ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞଙ୍କ କିଶନ ଅଗରଓ୍ବାଲଙ୍କଠାରୁ କେଶର ଯତ୍ନ କେମିତି ନେବେ ସେ ବିଷୟରେ ଜାଣିବା। ସୁସ୍ଥ କେଶ ପାଇଁ ୫ଟି ଟିପ୍ସ Taking care of your hair is more important nowadays than ever due to increasing exposure to pollutants, stress, and lifestyle-related challenges. A consistent hair care routine helps protect hair from damage. How to maintain a Healthy Hair? Let's know more from Dr Kishan Kumar Agarwal, a Dermatologist. Tips for Healthy Hair, in Odia