କେଶ କାହିଁକି ଝଡ଼େ? | Dr Manas Ranjan Puhan on Hair Fall in Odia | Causes & Prevention
About this video
କେଶ ଝଡ଼ିବାକୁ ନେଇ ଏବେ ସମସ୍ତେ ଚିନ୍ତିତ। ବର୍ତ୍ତମାନ ସମୟରେ ଏକ ପ୍ରମୁଖ ସମସ୍ୟା ଭାବେ ଦେଖିବାକୁ ମିଳୁଛି। କମ ବୟସରୁ କେଶ ଝଡ଼ିବା ଫଳରେ ଅନେକ ଚିନ୍ତାଗ୍ରସ୍ତ ହୋଇପଡୁଛନ୍ତି। ତେବେ କାହିଁକି ଝଡୁଛି କେଶ? କେଶ ଝଡ଼ିବାକୁ କେମିତି ରୋକିବେ? ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ମାନସ ରଞ୍ଜନ ପୁହାଣ ଏନେଇ କ'ଣ କହୁଛନ୍ତି, ଆସନ୍ତୁ ଜାଣିବା।