ଗର୍ଭାବସ୍ଥାରେ ପାଦ ଫୁଲା, ଅଣ୍ଟା ବିନ୍ଧା | Guide to Healthy Pregnancy in Odia | Dr Swapnita Hota

Dr Swapnita Hota20 July 202317:4193K views

About this video

ମାତୃତ୍ୱ ଭଗବାନଙ୍କର ଶ୍ରେଷ୍ଠ ଓ ସୁନ୍ଦରତମ ସୃଷ୍ଟି। ଏହି ସମୟରେ ମା’ ସୁସ୍ଥ ରହିଲେ ଗର୍ଭସ୍ଥ ଶିଶୁ ମଧ୍ୟ ସୁସ୍ଥ ରହିଥାଏ। ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଯତ୍ନ, ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଆହାର ଓ ଆବଶ୍ୟକ ମୁତାବକ ପାଣି ପିଇବା ନିହାତି ଆବଶ୍ୟକ। ତେବେ ଗର୍ଭାବସ୍ଥାରେ କେତେକ ସମସ୍ୟା ହୋଇଥାଏ, ଯାହାର ସମାଧାନ ବିଷୟରେ କହିଛନ୍ତି ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱପ୍‌ନିତା ହୋତା, ଆସନ୍ତୁ ଜାଣିବା।