କୋଭିଡ୍-୧୯: ଡାଏବେଟିସ୍ ରୋଗୀ କେମିତି ରହିବେ ସୁରକ୍ଷିତ? | Dr Sudhir Patnaik on Diabetes Care for COVID-19
About this video
କରୋନା ମହାମାରୀ ସମୟରେ ଡାଏବେଟିସ୍ ରୋଗୀ ନିଜର ସଠିକ ଯତ୍ନ ନେବା ଦରକାର। ଏହି ସମୟରେ ଆପଣଙ୍କୁ ଠିକ୍ ଜୀବନଶୈଳୀ ଆପଣାଇବାକୁ ହେବ। ତେବେ କରୋନା ସମୟରେ ଡାଏବେଟିସ୍ ରୋଗୀ କେମିତି ରହିବେ ସୁରକ୍ଷିତ? ଏନେଇ ଡାକ୍ତର ସୁଧୀର ପଟ୍ଟନାୟକ କ'ଣ କହୁଛନ୍ତି ଆସନ୍ତୁ ଜାଣିବା। ଏହି ଭିଡିଓରେ ରହିଛି