ଗର୍ଭାବସ୍ଥାର ପ୍ରଥମ ତ୍ରୟମାସ: ସମସ୍ୟା, ଯତ୍ନ | Pregnancy Guide: 1st Trimester, Odia| Dr Mrinal Kanti Dash

Dr Mrinal Kanti Dash5 July 20258:552.6K views

About this video

ଗର୍ଭାବସ୍ଥାର ପ୍ରଥମ ତ୍ରୟମାସ ପ୍ରତ୍ୟେକ ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସମୟ। ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁର ଜନ୍ମ ଲାଗି ଜଣେ ମାଆକୁ ଗର୍ଭଧାରଣ ସମୟରେ ନିଜର ସଠିକ୍ ଯତ୍ନ ନେବା ନିହାତି ଦରକାର। ଆସନ୍ତୁ, ଗର୍ଭାବସ୍ଥାର ପ୍ରଥମ ତ୍ରୟମାସରେ ହେଉଥିବା ସମସ୍ୟା ଏବଂ ଏହାର ସମାଧାନ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ମୃଣାଳ କାନ୍ତି ଦାଶଙ୍କଠାରୁ, ଅଧିକ ଜାଣିବା।