ଯୌନ ରୋଗ: କେମିତି ବ୍ୟାପେ? | Human Papillomavirus (HPV) in Odia | Dr P K Senapati
About this video
ହ୍ୟୁମାନ୍ ପାପିଲୋମା ଭାଇରସ୍ (HPV) ହେଉଛି ଏକ ଯୌନ ସଞ୍ଚାରିତ ରୋଗ, ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ପ୍ରଭାବିତ କରିଥାଏ। ତେବେ ଏହି ହ୍ୟୁମାନ୍ ପାପିଲୋମା ଭାଇରସ୍ ଯୋଗୁଁ ବ୍ୟକ୍ତିଙ୍କଠାରେ ଅନେକ ସମସ୍ୟା ହୋଇପାରେ। ଏହି ରୋଗରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଏଚ୍ପିଭି ଟିକା ମଧ୍ୟ ଉପଲବ୍ଧ। ଆସନ୍ତୁ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପି.କେ ସେନାପତିଙ୍କଠାରୁ ଏଚ୍ପିଭି କ’ଣ? ଏହା କେମିତି ବ୍ୟାପେ ଓ ଏହି ରୋଗଠାରୁ ନିଜକୁ ସୁରକ୍ଷିତ ରହିବେ, ସେ ନେଇ ଅଧିକ ଜାଣିବା।