କ୍ୟାନ୍‌ସର ଚିକିତ୍ସା ବେଳେ କ’ଣ ଖାଇବେ, କ’ଣ ନାହିଁ? | Diet for Cancer Treatment in Odia | Dr Sunita Sahoo

Dr Sunita Sahoo7 February 202210:5974K views

About this video

ସାଧାରଣତଃ କ୍ୟାନ୍‌ସର ରୋଗୀଙ୍କୁ ରେଡିଏସନ୍‌ ତଥା କେମୋଥେରାପି ଭଳି ଚିକିତ୍ସା ହେବାକୁ ପଡ଼ିଥାଏ। ଏହାର ଅନେକ ଗୁଡ଼ିଏ ପାର୍ଶ୍ୱପ୍ରତିକ୍ରିୟା ଦେଖାଦେଇଥାଏ। ତେବେ ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ଥାଏ, ତେଣୁ ଏହି ସମୟରେ ସଂକ୍ରମଣର ଆଶଙ୍କା ମଧ୍ୟ ଅଧିକ। ତେଣୁ ଏହି ସମୟରେ ସଠିକ୍‌ ପୋଷଣର ଆବଶ୍ୟକତା ବିଶେଷ ଭାବେ ରହିଛି। କ୍ୟାନ୍‌ସର ସର୍ଜରି ବେଳେ କେଉଁଭଳି ଖାଦ୍ୟ ଖାଇବା ଜରୁରୀ? ଏହି ସମୟରେ କେଉଁ କେଉଁ ଖାଦ୍ୟରୁ ନିବୃତ୍ତ ରହିବା ଆବଶ୍ୟକ। ଆସନ୍ତୁ ଡାଏଟିସିଆନ୍‌ ସୁନିତା ସାହୁଙ୍କଠାରୁ ଅଧିକ ଜାଣିବା।